ସଂକ୍ରମଣ ଭୟରେ ପୂରା ହୋଟେଲ ବୁକ କଲେ, ୨୦ଜଣ ରକ୍ଷିତାଙ୍କୁ ନେଇ ଆତ୍ମ-ବିଚ୍ଛିନ୍ନ ହୋଇ ରହିଲେ ଥାଇଲାଣ୍ଡର ରାଜା

ନୂଆଦିଲ୍ଲୀ: ଥାଇଲାଣ୍ଡର ରାଜା ମହା ଭାଜିରାଲୋଙ୍ଗକର୍ନ ଜର୍ମାନୀର ଏକ ବିଳାସପୂର୍ଣ୍ଣ ହୋଟେଲକୁ ବୁକ କରି ସେଠାରେ ସଙ୍ଗରୋଧରେ ରହିଥିବା ଜଣା ପଡିଛି । ସଂକ୍ରମଣ ଭୟରେ ସେ ଏଭଳି କରିଥିବା ବେଳେ ପ୍ରାୟ ୨୦ଜଣ ମହିଳାଙ୍କୁ ରକ୍ଷିତା ଭାବରେ ସେଠାରେ ରଖିଥିବା ନେଇ ସୂଚନା ମିଳିଛି । ନୋଭଲ କରୋନାଭାଇରସର ସଂକ୍ରମଣ ସମଗ୍ର ବିଶ୍ୱର ଲୋକଙ୍କୁ ନିଜ ଘର ଭିତରେ ରହିବାକୁ ବାଧ୍ୟ କରିଛି । ଦରକାର ସମୟରେ ଘର … Continue reading ସଂକ୍ରମଣ ଭୟରେ ପୂରା ହୋଟେଲ ବୁକ କଲେ, ୨୦ଜଣ ରକ୍ଷିତାଙ୍କୁ ନେଇ ଆତ୍ମ-ବିଚ୍ଛିନ୍ନ ହୋଇ ରହିଲେ ଥାଇଲାଣ୍ଡର ରାଜା